ମରଣ
ଦେଖଣା
ମରଣ
ଉଚ୍ଚାରଣ
[ସମ୍ପାଦନା](ଜୀବନ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମରଣ
|
ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ= ମରିବା+ଭାବ. ଅନ)
[ସମ୍ପାଦନା]- ୧. ପ୍ରାଣ ତ୍ୟାଗ; ମୃତ୍ୟୁ; ମରିବା ; ଆତ୍ମାର ଦେହ ତ୍ୟାଗ — ୧. Daying; death.
- ୨. ବିନାଶ — ୨. Destruction.
- ୩. ମହୁରା; ବତ୍ସନାଭ ନାମକ ବିଷ; କାଠ ବିଷ; ମିଠା ବିଷ —୩. Aconite.
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ମଲା; ମୃତ —Dead.
(ଉ—ମରଣଗଛ ପଲ୍ଲବ ସ୍ୱଚ୍ଛ ବସନତ ସ୍ଫଳନ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି )