ମୁଖ୍ୟ ବୈଶିଷ୍ଟ୍ୟ:
ଚାରୋଟି ମୌଳିକ ପ୍ରକ୍ରିୟା: ମିଶାଣ (+), ଫେଡ଼ାଣ (-), ଗୁଣନ (×), ଏବଂ ହରଣ (÷) ଏବଂ ସମୀକରଣ ଖୋଜ ଅଭ୍ୟାସ କରନ୍ତୁ।
ପଣିକିଆ: ୨କ ଠାରୁ ୨୫କ ପଣିକିଆ ଶିଖନ୍ତୁ, ପ୍ରଥମେ ସାଙ୍ଖ୍ୟିକ ରୂପରେ (ଯେପରି: ୨ × ୧ = ୨) ପଣିକିଆ ଦେଖନ୍ତୁ ।
ସଙ୍ଖ୍ୟା ବିଭାଗ: ବର୍ତ୍ତମାନ ଆପଣ ୧ ରୁ ୧୦୦ ପର୍ଯ୍ୟନ୍ତ ସମସ୍ତ ସଙ୍ଖ୍ୟାକୁ ତାହାର ଓଡ଼ିଆ ନାମ ସହିତ ଶିଖିପାରିବେ (ଯେପରି: ୧ - ଏକ) ।
ଆକର୍ଷଣୀୟ ଇଣ୍ଟରଫେସ୍: ସରଳ ଏବଂ ସୁନ୍ଦର UI ଯାହା ବ୍ୟବହାର କରିବାକୁ ସହଜ।
ଇଣ୍ଟରାକ୍ଟିଭ୍ ଶିକ୍ଷା: ପ୍ରଶ୍ନର ତୁରନ୍ତ ଉତ୍ତର ଏବଂ ଫଳାଫଳ ପାଆନ୍ତୁ।
ଆଧୁନିକ ଟେକ୍ନୋଲୋଜି: 100% କୋଟଲିନ୍ ଏବଂ...