ନଗର
ଦେଖଣା
ନଗର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନଗ+ଅଛି ଅର୍ଥରେ ର; ଯହିଁରେ ନଗ ଅର୍ଥାତ୍ ପର୍ବତ ପରି କୋଠାମାନ ଅଛି)
[ସମ୍ପାଦନା]- ୧. ସହର —୧. Town; city.
- ୨. ଶିଳ୍ପ ଓ ବାଣିଜ୍ୟପ୍ରଧାନ ଜନାକୀର୍ଣ୍ଣ ସ୍ଥାନ — ୨. populous centre of trade and art.
[ ଦ୍ର—ଉଚ୍ଚ ସୌଧାଦି ପୂର୍ଣ୍ଣ ବାଣିଜ୍ୟପ୍ରଧାନ ଓ ବହୁ ଶ୍ରେଣୀର ଜନମାନଙ୍କ ଅଧିଷ୍ଠିତ ଲୋକଳୟକୁ ନଗର ବୋଲାଯାଏ ]