କାର୍ବୋପ୍ଲାଟିନ
Clinical data | |
---|---|
Pronunciation | /ˈkɑːrboʊˌplætən/ |
Trade names | Paraplatin, others |
AHFS/Drugs.com | monograph |
MedlinePlus | a695017 |
Pregnancy category |
|
Routes of administration | Intravenous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | complete |
Protein binding | Very low |
Elimination half-life | 1.1-2 hours |
Excretion | renal |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.050.388 |
Chemical and physical data | |
Formula | C6H12N2O4Pt |
Molar mass | 371.249 g/mol |
3D model (JSmol) | |
| |
| |
(what is this?) (verify) |
କାର୍ବୋପ୍ଲାଟିନ (ଇଂରାଜୀ ଭାଷାରେ Carboplatin, ବିକ୍ରୟ ନାମ ପାରାପ୍ଲାଟିନ/ Paraplatin) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗ ଚିକିତ୍ସାରେ ଦିଆଯାଏ । ଏହି କର୍କଟ ରୋଗମାନଙ୍କର ନାମ ଯଥାକ୍ରମେ ଓଭାରିଆନ କର୍କଟ (ovarian cancer, ଫୁସଫୁସ କର୍କଟ, ମୁଣ୍ଡ ଓ ବେକ କର୍କଟ, ମସ୍ତିଷ୍କ କର୍କଟ ଓ ନିଉରୋବ୍ଲାସ୍ଟୋମା । ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । [୧]
ସାଧାରଣତଃ କାର୍ବୋପ୍ଲାଟିନର କେତେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଅଧିକ ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ କଣିକା (low blood cell levels), ଅଇ, ବିଦ୍ୟୁତ ବିଶ୍ଳେଷ୍ୟ ସମସ୍ୟା (electrolyte problems) ଦେଖାଯାଏ । ସାଂଘାତିକ ସମସ୍ୟାରେ ଆଲର୍ଜି ପ୍ରତିକ୍ରିୟା ଓ ଆଉ ଏକ କର୍କଟ ରୋଗ ସଙ୍କଟ ଆସିପାରେ । ଗର୍ଭାବସ୍ଥାରେ ଏହି ଔଷଧ ଶିଶୁର ହାନୀ କରେ । [୧] ଏହା ପ୍ଲାଟିନମ-ବେସ୍ଡ ଆଣ୍ଟିନିଓପ୍ଲାସ୍ଟିକ (platinum-based antineoplastic) ଶ୍ରେଣୀର ଏକ ଔଷଧ ଯାହା ଡିଏନଏର ଦ୍ୱିତୀକରଣକୁ ବାଧାଦେଇ କାର୍ଯକ୍ଷମ ହୁଏ । [୧][୨]
ସନ ୧୯୭୨ରେ କାର୍ବୋପ୍ଲାଟିନ ପେଟେଣ୍ଡ ହେବାପରେ ସନ ୧୯୮୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୪୫୦ମିଗ୍ରା ଭାଏଲର ମୂଲ୍ୟ ୨୬.୪୯ରୁ ୩୭.୩୭ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୧୬୦.୦୦ ପାଉଣ୍ଡ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Carboplatin". The American Society of Health-System Pharmacists. Retrieved 8 December 2016.
- ↑ Apps, M. G.; Choi, E. H. Y.; Wheate, N. J. (2015). "The state-of-play and future of platinum drugs". Endocrine-related Cancer. 22 (4): 219–233. doi:10.1530/ERC-15-0237. PMID 26113607.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 513. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Carboplatin". International Drug Price Indicator Guide. Retrieved 8 December 2016.[permanent dead link]
- ↑ British national formulary : BNF 69 (69 ed.). British Medical Association. 2015. p. 605. ISBN 9780857111562.